अत्राहिता: कृतघ्नाश्च मानुषाश्चासुराश्च ये । उदयंस्तान् हि सर्वान् वै क्रोधाद्धन्ति विभावसु:
ଏହି ଦିଗରେ ଉଦିତ ହେଉଥିବା ଭଗବାନ ସୂର୍ଯ୍ୟ, ଯେମାନେ ପରହିତବିରୋଧୀ ଓ କୃତଘ୍ନ ମନୁଷ୍ୟ ଏବଂ ଅସୁର—ସେମାନଙ୍କ ସମସ୍ତଙ୍କୁ କ୍ରୋଧପୂର୍ବକ ବିନାଶ କରନ୍ତି (ତାଙ୍କର ଆୟୁ କ୍ଷୀଣ କରିଦିଅନ୍ତି)।
युपर्ण उवाच