इत्येष विधिरुद्दिष्टो मया ते द्विपदां वर । श्रद्दधानेन वै भाव्यं यन्मां त्वं परिपृच्छसि
ହେ ଦ୍ୱିପଦମାନଙ୍କ ମଧ୍ୟରେ ଶ୍ରେଷ୍ଠ ନରେଶ! ତୁମେ ଯାହା ପଚାରିଥିଲ, ସେହିଅନୁସାରେ ମୁଁ ମହାଭାରତ ଶ୍ରବଣ ଓ ପାରାୟଣର ଏହି ବିଧି ତୁମକୁ କହିଦେଲି। ଏଥିରେ ତୁମେ ଶ୍ରଦ୍ଧା ରଖିବା ଉଚିତ।
वैशम्पायन उवाच