अविलम्बमनायस्तमद्रुतं धीरमूर्जितम् । असंसक्ताक्षरपदं स्वरभावसमन्वितम्
avilambam anāyastam adrutaṃ dhīram ūrjitam | asaṃsaktākṣarapadaṃ svarabhāvasamanvitam ||
କଥାବାଚନ ନ ଅତି ରୁକିରୁକି ହେବ, ନ ଅତି ଶୀଘ୍ର। ତାହା ସହଜ, ଧୀର ଓ ଓଜସ୍ୱୀ ଗତିରେ ହେଉ; ଅକ୍ଷର ଓ ପଦ ଗୁଞ୍ଜି ନଯାଉ, ସ୍ପଷ୍ଟ ଉଚ୍ଚାର ହେଉ; ସ୍ୱର ଓ ଭାବ ଏକତ୍ର ହେଉ— ତେବେ ଅର୍ଥ ମଧୁର ଭାବେ ପ୍ରକାଶ ପାଏ।
वैशम्पायन उवाच