Svargārohaṇa-parva Adhyāya 2 — Yudhiṣṭhira’s Inquiry for His Kin and the Vision of a Punitive Realm
युधिष्ठिरस्तु निर्विण्णस्तेन गन्धेन मूर्च्छित: । निवर्तने धृतमना: पर्यावर्तत भारत
ଭରତନନ୍ଦନ! ସେଇ ଦୁର୍ଗନ୍ଧରେ ଯୁଧିଷ୍ଠିର ବିଷଣ୍ଣ ହୋଇ, ମୂର୍ଛା ଆସୁଥିବା ପରି ହେଲେ। ତେଣୁ ମନରେ ଫେରିଯିବାକୁ ନିଶ୍ଚୟ କରି, ସେଇ ନିଶ୍ଚୟ ଅନୁସାରେ ସେ ଫେରିଲେ।
वैशम्पायन उवाच