स्वर्गे दुर्योधनदर्शनम् | Duryodhana Seen in Heaven
Triviṣṭapa
वैशग्पायन उवाच स्वर्ग त्रिविष्टपं प्राप्प तव पूर्वपितामहा: । युधिष्ठिरप्रभूतयो यदकुर्वत तच्छूणु
ବୈଶମ୍ପାୟନ କହିଲେ—ଜନମେଜୟ! ତ୍ରିଲୋକସମାବେଶ ତ୍ରିବିଷ୍ଟପ ସ୍ୱର୍ଗକୁ ପ୍ରାପ୍ତ ହୋଇ ତୁମ ପୂର୍ବପିତାମହ ଯୁଧିଷ୍ଠିର ଆଦି ଯାହା କରିଥିଲେ, ତାହା ଶୁଣ।
वैशग्पायन उवाच