धन-राजधर्म संवादः
Discourse on Wealth and Royal Duty
धर्म: कामश्न स्वर्गश्न हर्ष: क्रोध: श्रुतं दम: । अथदितानि सर्वाणि प्रवर्तन्ते नराधिप
ନରାଧିପ! ଧନରୁ ହିଁ ଧର୍ମାଚରଣ, କାମନାପୂରଣ, ସ୍ୱର୍ଗପ୍ରାପ୍ତି, ହର୍ଷବୃଦ୍ଧି, କ୍ରୋଧସିଦ୍ଧି, ଶାସ୍ତ୍ରଶ୍ରବଣ-ଅଧ୍ୟୟନ ଏବଂ ଶତ୍ରୁଦମନ—ଏ ସମସ୍ତ କାର୍ଯ୍ୟ ପ୍ରବର୍ତ୍ତିତ ହୋଇ ସିଦ୍ଧ ହୁଏ।
अर्जुन उवाच