Bhīṣma on the Śara-Śayyā: Yudhiṣṭhira and Kṛṣṇa Approach the Eldest for Śānti
सुसूक्ष्मोडपि तु देहे वै शल्यो जनयते रुजम् । कि पुन: शरसंघातैश्षित्तस्य तव पार्थिव
ରାଜନ୍! ଦେହରେ ଅତି ସୂକ୍ଷ୍ମ କଣ୍ଟା ମଧ୍ୟ ଗୁସିଲେ ଭୟଙ୍କର ବେଦନା ହୁଏ। ତେବେ ବାଣସମୂହରେ ବିଦ୍ଧ ହୋଇଥିବା ଆପଣଙ୍କ ଦେହବେଦନା ବିଷୟରେ କ’ଣ କହିବା?
वैशम्पायन उवाच