Previous Verse
Next Verse

Shloka 3

नाग उवाच अनुक्त्वा हृद्गतं कार्य क्वेदानीं प्रस्थितो भवान्‌ । उच्यतां द्विज यत्‌ कार्य यदर्थ त्वमिहागत:

ନାଗ କହିଲେ—ହେ ବିପ୍ରଶ୍ରେଷ୍ଠ, ହୃଦୟରେ ଥିବା କାର୍ଯ୍ୟ କହିନଥାଇ ଏବେ ଆପଣ କେଉଁଠି ପ୍ରସ୍ଥାନ କରୁଛନ୍ତି? ହେ ଦ୍ୱିଜ, ଯେ କାର୍ଯ୍ୟ ପାଇଁ ଆପଣ ଏଠାକୁ ଆସିଛନ୍ତି, ସେହି କଥା କହନ୍ତୁ।

नाग उवाच