नाग उवाच अभिमानैर्न मानो मे जातिदोषेण वै महान् । रोष: संकल्पज: साध्वि दग्धो वागग्निना त्वया
ନାଗ କହିଲା—ସାଧ୍ବୀ! ମୋରେ ଅହଂକାରଜନିତ ଅଭିମାନ ନାହିଁ; କିନ୍ତୁ ଜାତି-ଦୋଷରୁ ମହା ରୋଷ ଭରିଥିଲା। ସେଇ ସଙ୍କଳ୍ପଜନିତ ରୋଷକୁ ତୁମେ ନିଜ ବାଣୀରୂପ ଅଗ୍ନିରେ ଦଗ୍ଧ କରି ଭସ୍ମ କରିଦେଲ।
नाग उवाच