ब्राह्मण उवाच अनेन निनश्चयेनाहं साध्वि सम्प्राप्तवानिह । प्रतीक्षन्नागमं देवि वत्स्याम्यस्मिन् महावने
ବ୍ରାହ୍ମଣ କହିଲେ—ସତୀ-ସାଧ୍ବୀ ଦେବୀ! ତାଙ୍କ ଦର୍ଶନ କରିବାର ନିଶ୍ଚୟ କରି ମୁଁ ଏଠାକୁ ଆସିଛି। ତେଣୁ, ଦେବୀ, ତାଙ୍କ ଆଗମନ ପ୍ରତୀକ୍ଷା କରି ମୁଁ ଏହି ମହାବନରେ ବସିବି।
ब्राह्मण उवाच