यस्मिन् यस्मिंश्व विषये यो यो याति विनिश्चयम् । स तमेवाभिजानाति नान््यं भरतसत्तम
ଭରତଶ୍ରେଷ୍ଠ! ଯେ ଯେ ମନୁଷ୍ୟ ଯେ ଯେ ବିଷୟରେ (ସ୍ୱର୍ଗ କିମ୍ବା ମୋକ୍ଷର ସାଧନ ଭାବେ) ଦୃଢ଼ ନିଶ୍ଚୟକୁ ପ୍ରାପ୍ତ ହୁଏ, ସେ ସେହିକୁ ହିଁ ଶ୍ରେଷ୍ଠ ବୋଲି ଜାଣେ; ଅନ୍ୟକୁ ନୁହେଁ।
भीष्म उवाच