Nārāyaṇasya Guhya-nāmāni Niruktāni (Etymologies of Nārāyaṇa’s Secret Epithets) / नारायणस्य गुह्यनामानि निरुक्तानि
शुभेर्लभति देवत्वं व्यामिश्रैर्जन्म मानुषम् । अशुभैश्वाप्यधो जन्म कर्मभिलभतेडवश:
ଜୀବ ସଦା କର୍ମାଧୀନ। ଶୁଭ କର୍ମାନୁଷ୍ଠାନରେ ସେ ଦେବତ୍ୱ ଲଭେ; ଶୁଭ-ଅଶୁଭ ମିଶ୍ର କର୍ମରେ ମାନବଜନ୍ମ ପାଏ; ଏବଂ କେବଳ ଅଶୁଭ କର୍ମରେ ପଶୁ-ପକ୍ଷୀ ଆଦି ନୀଚ ଯୋନିରେ ଜନ୍ମ ନେଏ।
नारद उवाच