Jvarotpatti — The Origin and Distribution of Jvara
Fever
पुण्यपापमयं देहं क्षपयन् कर्मसंक्षयात् । क्षीणदेह: पुनर्देही ब्रह्मत्वमुपगच्छति
ଏହି ଦେହ ପୁଣ୍ୟ–ପାପମୟ। ଦେହଧାରୀ ଜୀବ ପ୍ରାରବ୍ଧ କର୍ମର କ୍ଷୟ ସହିତ ସହିତ ଏହି ଦେହକୁ ମଧ୍ୟ କ୍ଷୀଣ କରିଚାଲେ। ଏଭଳି ଦେହ ନଶ୍ଟ ହେଲେ ସେ ମୁକ୍ତ ପୁରୁଷ ବ୍ରହ୍ମଭାବକୁ ପ୍ରାପ୍ତ ହୁଏ।
असित उवाच