यो यस्तेषामपचरेत् तमाचक्षीत वै द्विज: । अयं मे न शृणोतीति तस्मिन् राजा प्रधारयेत्
ସେମାନଙ୍କ ମଧ୍ୟରୁ ଯେ କେହି ବ୍ରାହ୍ମଣଙ୍କ ଆଜ୍ଞାକୁ ଅମାନ୍ୟ କରି ଆଚରଣ କରେ, ସେ ବିଷୟରେ ଦ୍ୱିଜ ରାଜାଙ୍କ ପାଖକୁ ଯାଇ—“ଏହି ଲୋକ ମୋ କଥା ଶୁଣୁନାହିଁ” ବୋଲି କହିବା ଉଚିତ। ତା’ପରେ ରାଜା ସେଇ ବ୍ୟକ୍ତିକୁ ଦଣ୍ଡ ଦେବେ।
इुमत्सेन उवाच