मोक्षोपाय-निर्णयः
Determination of the Means to Liberation
सत्याय हि यथा नेह जह्याद् धर्मफलं महत् । भूतानामनुकम्पार्थ मनु: स्वायम्भुवोडब्रवीत्
ଏହି ଲୋକରେ ସତ୍ୟସ୍ୱରୂପ ପରମାତ୍ମାଙ୍କ ପ୍ରାପ୍ତି କରାଇଦେଉଥିବା ଧର୍ମର ମହାନ ଫଳରୁ କେହି ବଞ୍ଚିତ ନ ହେଉ— ଏହି ଉଦ୍ଦେଶ୍ୟରେ ଭୂତପ୍ରାଣୀମାନଙ୍କ ପ୍ରତି ଅନୁକମ୍ପା କରି ସ୍ୱାୟମ୍ଭୁବ ମନୁ ଧର୍ମୋପଦେଶ କରିଥିଲେ।
हुमत्सेन उवाच