योग–सांख्यसमन्वयः, रथोपमा, व्यक्त–अव्यक्तविवेकः
Yoga–Sāṃkhya Synthesis, Chariot Allegory, and the Vyakta–Avyakta Distinction
भिक्षां बलिमदत्त्वा च स्वयमन्नानि भुछ्जते | अनिष्ट्वाडसंविभज्याथ पितृदेवातिथीन् गुरून्
ଦେବତା, ପିତୃଗଣ, ଗୁରୁଜନ ଓ ଅତିଥିଙ୍କୁ ଯଜନ-ପୂଜନ କରି ଅନ୍ନଦାନ ନକରି, ଭିକ୍ଷାଦାନ ଓ ବଲିବୈଶ୍ୱଦେବ-କର୍ମ ସମ୍ପାଦନ ନକରି ଦୈତ୍ୟମାନେ ନିଜେ ଭୋଜନ କରିନେଉଛନ୍ତି।
शक्र उवाच