बलीन्द्रसंवादः — Kāla, Anityatā, and the Limits of Agency
Mahābhārata 12.217
एतावदेतद् विज्ञानमेतदस्ति च नास्ति च । तृष्णाबद्धं जगत् सर्व चक्रवत् परिवर्तते
ଏତିକି ହିଁ ଏହି ତତ୍ତ୍ୱବିଜ୍ଞାନ—ଏହି ଜଗତ ଅଛି ମଧ୍ୟ, ନାହିଁ ମଧ୍ୟ: ବ୍ୟବହାରରେ ଅଛି, ପରମାର୍ଥରେ ନାହିଁ। ତୃଷ୍ଣାରେ ବନ୍ଧା ସମଗ୍ର ଜଗତ ଚକ୍ର ପରି ଘୁରି ଚାଲିଛି।
भीष्म उवाच