Daṇḍa as the Foundation of Social Order (दण्डप्रतिष्ठा)
दण्डश्नेन्न भवेललोके विनश्येयुरिमा: प्रजा: । जले मत्स्यानिवाभक्ष्यन् दुर्बलान्ू बलवत्तरा:
ଲୋକରେ ଯଦି ଦଣ୍ଡ ନ ଥାଏ, ତେବେ ଏହି ପ୍ରଜା ସମସ୍ତେ ନଶିଯିବେ; ଏବଂ ଯେପରି ଜଳରେ ବଡ଼ ମାଛ ଛୋଟ ମାଛକୁ ଖାଇଦିଏ, ସେପରି ବଳବାନମାନେ ଦୁର୍ବଳମାନଙ୍କୁ ଗ୍ରାସ କରିବେ।
अजुन उवाच