Daṇḍa as the Foundation of Social Order (दण्डप्रतिष्ठा)
सूक्ष्ममोनीनि भूतानि तर्कगम्यानि कानिचित् । पक्ष्मणो5पि निपातेन येषां स्यथात् स्कन्धपर्यय:
ଅନୁମାନରେ ମାତ୍ର ଜଣାପଡ଼ୁଥିବା ଏପରି କେତେ ସୂକ୍ଷ୍ମ-ଯୋନିର ଜୀବ ଅଛନ୍ତି; ମନୁଷ୍ୟର ପାପୁଣି ପଡ଼ିବାମାତ୍ରେ ଯାହାଙ୍କ କାନ୍ଧ ଭାଙ୍ଗିଯାଏ—ଏମିତି ଜୀବହିଂସାରୁ କିଏ କେତେଦୂର ବଞ୍ଚିପାରିବ?
अजुन उवाच