आपद्धर्मनिर्णयः — विश्वामित्र-श्वपचसंवादः
Apaddharma Determination: Dialogue of Viśvāmitra and the Śvapaca
ततश्रिच्छेद तं पाशं मार्जारस्थ च मूषिक:
ତାପରେ ମୂଷା ସେ ବନ୍ଧନକୁ କାଟିଦେଲା। ଜାଲରୁ ମୁକ୍ତ ହେବାମାତ୍ରେ ବିଲେଇ ସେଇ ଗଛକୁ ଚଢ଼ିଗଲା। ଘୋର ଶତ୍ରୁ ଓ ଭୟଙ୍କର ଆତଙ୍କରୁ ମୁକ୍ତ ହୋଇ ପଲିତ ନିଜ ବିଲରେ ପସିଗଲା, ଏବଂ ଲୋମଶ ଗଛର ଶାଖାରେ ଚଢ଼ି ବସିଲା।
भीष्म उवाच