Kośa, Bala, and Maryādā: Treasury, Capacity, and Enforceable Limits (कोश-बल-मर्यादा)
अन्यत्र राजन् हिंसाया वृत्तिर्नेहास्ति कस्यचित् । अप्यरण्यसमुत्थस्य एकस्य चरतो मुने:
ରାଜନ୍! ଏହି ସଂସାରରେ କାହାରି ଏମିତି ବୃତ୍ତି ନାହିଁ ଯାହା ହିଂସାରୁ ସମ୍ପୂର୍ଣ୍ଣ ଶୂନ୍ୟ। ଅନ୍ୟମାନଙ୍କ କଥା ତ ଦୂରେ, ଅରଣ୍ୟରେ ରହି ଏକାକୀ ବିଚରୁଥିବା ମୁନିଙ୍କ ବୃତ୍ତି ମଧ୍ୟ ସର୍ବଥା ଅହିଂସାମୟ ନୁହେଁ।
भीष्म उवाच