तत्र मे रोचते नित्यं॑ पार्थ: साम न विग्रह: । कुरुभ्यो हि सदा मन्ये पाण्डवान् बलवत्तरान्
ଧୃତରାଷ୍ଟ୍ର କହିଲେ—ଏହିହେତୁ ମୋତେ ସଦା ପାର୍ଥମାନଙ୍କ ସହ ସାମ (ଶାନ୍ତି) ଭଲ ଲାଗେ, ବିଗ୍ରହ (ଯୁଦ୍ଧ) ନୁହେଁ। କାରଣ ମୁଁ ପାଣ୍ଡବମାନଙ୍କୁ କୁରୁମାନଙ୍କଠାରୁ ସଦା ଅଧିକ ବଳବାନ ମନେ କରେ।
धृतराष्ट उवाच