अजुन उवाच नैवं वाचा व्यवसितं भीम विज्ञायते सताम् | इतश्नतुर्दशे वर्षे द्रष्टारो यद् भविष्यति
ଅର୍ଜୁନ କହିଲେ—ଆର୍ୟ ଭୀମସେନ! ସତ୍ପୁରୁଷମାନେ ଯାହା କରିବାକୁ ନିଶ୍ଚୟ କରନ୍ତି, ତାହା ଏପରି ଭାବେ ବାଣୀରେ ପ୍ରକାଶ କରନ୍ତି ନାହିଁ। ଆଜିଠାରୁ ଚତୁର୍ଦ୍ଦଶ ବର୍ଷରେ ଯାହା ହେବ, ଲୋକେ ନିଜେ ଦେଖିବେ।
अजुन उवाच