एवं समीक्ष्यात्मनि चावमानं नियम्य मन्युं बलवान् स मानी । राजानुग: संसदि कौरवाणां विनिष्क्रामन् वाक्यमुवाच भीम:
ଏପରି ନିଜ ଅପମାନ ଦେଖି ବଳବାନ୍ ଓ ଅଭିମାନୀ ଭୀମ କିଛିପରି କ୍ରୋଧକୁ ଦମନ କଲେ। ରାଜା ଯୁଧିଷ୍ଠିରଙ୍କ ପଛେ ପଛେ କୌରବସଭାରୁ ବାହାରୁଥିବାବେଳେ ଭୀମ ଏହି ବଚନ କହିଲେ।
वैशम्पायन उवाच