धार्रराष्ट्रान रणे हत्वा मिषतां सर्वधन्विनाम् । शमं गन्तास्मि नचिरात् सत्यमेतद् ब्रवीमि ते
ମୁଁ ତୋତେ ସତ୍ୟ କହୁଛି—ଶୀଘ୍ର ଏମିତି ସମୟ ଆସିବ, ଯେତେବେଳେ ସମସ୍ତ ଧନୁର୍ଧର ଦେଖୁଥିବାବେଳେ ମୁଁ ରଣରେ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ବଧ କରି ଶାନ୍ତି ପାଇବି।
भीमसेन उवाच