वैशम्पायन उवाच एवमुक्ते तु वचने धर्मराजेन धीमता । धिग्धिगित्येव वृद्धानां सभ्यानां नि:ःसृता गिर:
ବୈଶମ୍ପାୟନ କହିଲେ—ଜନମେଜୟ! ବୁଦ୍ଧିମାନ ଧର୍ମରାଜ ଏପରି କହିବା ସହିତେ, ସଭାରେ ବସିଥିବା ବୃଦ୍ଧମାନଙ୍କ ମୁଖରୁ ‘ଧିକ୍, ଧିକ୍!’ ବୋଲି ଧିକ୍କାରଧ୍ୱନି ନିସ୍ସୃତ ହେଲା।
वैशम्पायन उवाच