आविध्य भीमो5पि गदां सुघोरां विचिक्षिपे रोषपरीतमूर्ति: । सा तस्य शक्ति सहसा विरुज्य पुत्र तवाजी ताडयामास मूर्श्नि,इधरसे रोषमें भरे हुए भीमसेनने भी अपनी अत्यन्त घोर गदा घुमाकर फेंकी। वह गदा रणभूमिमें दुःशासनकी उस शक्तिको टूक-टूक करती हुई सहसा उसके मस्तकमें जा लगी
ଏପଟେ ରୋଷରେ ଆବୃତ ଭୀମସେନ ମଧ୍ୟ ନିଜ ଅତ୍ୟନ୍ତ ଘୋର ଗଦାକୁ ଘୁମାଇ ଛାଡ଼ିଲେ। ସେ ଗଦା ରଣଭୂମିରେ ତାହାର ଶକ୍ତିକୁ ସହସା ଚୁର୍ଣ୍ଣ-ଚୁର୍ଣ୍ଣ କରି ଆପଣଙ୍କ ପୁତ୍ରର ମସ୍ତକରେ ଯାଇ ଆଘାତ କଲା।
संजय उवाच