अथ तान् द्विरदान् सर्वान् नानालिज्जैः शरोत्तमै: । सपताकथध्वजारोहान् गिरीन् वजैरिवाहनत्
ତାପରେ ନାନା ଲାଞ୍ଛନଯୁକ୍ତ ଶ୍ରେଷ୍ଠ ବାଣଦ୍ୱାରା ଅର୍ଜୁନ ପତାକା, ଧ୍ୱଜ ଓ ଆରୋହୀସହିତ ସେଇ ସମସ୍ତ ହାତୀମାନଙ୍କୁ ଏମିତି ଧରାଶାୟୀ କଲେ, ଯେପରି ଇନ୍ଦ୍ର ନିଜ ବଜ୍ରପ୍ରହାରରେ ପର୍ବତମାନଙ୍କୁ ଭାଙ୍ଗି ପକାଇଦିଅନ୍ତି।
संजय उवाच