मृगसड्घान् यथा क्रुद्धः सिंहो द्रावयते वने
mṛgasaṅghān yathā kruddhaḥ siṃho drāvayate vane
ଯେପରି ବନରେ କ୍ରୁଦ୍ଧ ସିଂହ ମୃଗଦଳକୁ ଛିଟାଇ ଦେଇ ଦୌଡ଼ାଇ ଦିଏ, ସେପରି ସେ ରଣଭୂମିରେ ପରସେନାକୁ ପଳାଇବାକୁ ବାଧ୍ୟ କଲା।
संजय उवाच