इयेष निर्गन्तुमथो वनाय त॑ वासुदेव: प्रणतो5भ्युवाच
iyeṣa nirgantum atho vanāya taṁ vāsudevaḥ praṇato 'bhyuvāca
ସଞ୍ଜୟ କହିଲେ— ସେ ଯେତେବେଳେ ବନକୁ ପ୍ରସ୍ଥାନ କରିବାକୁ ନିଶ୍ଚୟ କଲେ, ସେତେବେଳେ ବାସୁଦେବ ଭକ୍ତିସହ ପ୍ରଣାମ କରି ତାଙ୍କୁ ସମ୍ବୋଧନ କଲେ।
संजय उवाच