अहं हि तेनानुमतो महात्मना क्षणेन हन्यां सचराचरं जगत् । “नरदेव! पिनाकधारी भगवान् शंकरको छोड़कर दूसरा कोई भी मेरे समान धनुर्धर नहीं है। उन महात्मा महेश्वरने मेरी वीरताका अनुमोदन किया है। मैं चाहूँ तो क्षणभरमें चराचर प्राणियोंसहित सम्पूर्ण जगत्को नष्ट कर डालूँ
ଅର୍ଜୁନ କହିଲେ— “ନରଦେବ! ପିନାକଧାରୀ ଭଗବାନ ଶଙ୍କରଙ୍କୁ ଛାଡ଼ି ମୋ ସମାନ ଧନୁର୍ଧର ଅନ୍ୟ କେହି ନାହିଁ। ସେଇ ମହାତ୍ମା ମହେଶ୍ୱର ମୋର ବୀର୍ୟକୁ ଅନୁମୋଦନ କରିଛନ୍ତି। ମୁଁ ଇଚ୍ଛା କଲେ କ୍ଷଣମାତ୍ରରେ ଚରାଚର ପ୍ରାଣୀସହିତ ସମଗ୍ର ଜଗତକୁ ନଶ୍ଟ କରିଦେଇପାରିବି।”
संजय उवाच