ध्यानयोगः — Dhyāna-Yoga
Discipline of Meditation and Mental Restraint
तस्मादज्ञानसम्भूत॑ हृत्स्थं ज्ञानासिना55त्मन: । छित्त्वैनं संशयं योगमातिष्लोत्तिष्ठ भारत
ଏହେତୁ, ହେ ଭାରତ! ହୃଦୟରେ ଅବସ୍ଥିତ ଅଜ୍ଞାନଜନିତ ଏହି ସଂଶୟକୁ ଜ୍ଞାନରୂପ ତଳୱାରଦ୍ୱାରା କାଟି, ସମତ୍ୱରୂପ କର୍ମଯୋଗରେ ନିଷ୍ଠିତ ହେଅ; ଏବଂ ଯୁଦ୍ଧ ପାଇଁ ଉଠି ଦାଁଡ଼ାହେଅ।
अजुन उवाच