Karma-Saṃnyāsa–Karma-Yoga Saṃvāda
Renunciation and the Discipline of Action
यस्त्वात्मरतिरेव स्यादात्मतृप्तश्न॒ मानव: । आत्मन्येव च संतुष्टस्तस्य कार्य न विद्यते
କିନ୍ତୁ ଯେ ମଣିଷ ଆତ୍ମାରେ ହିଁ ରମଣ କରେ, ଆତ୍ମାରେ ହିଁ ତୃପ୍ତ ଓ ଆତ୍ମାରେ ହିଁ ସନ୍ତୁଷ୍ଟ—ତାହା ପାଇଁ କୌଣସି କର୍ତ୍ତବ୍ୟ ନାହିଁ।
अजुन उवाच