भीष्मसेनासंनिवेशः — Bhīṣma’s Mobilization, Omens, and the Kaurava Array
अधर्म: क्षत्रियस्यैष यद् व्याधिमरणं गृहे । यदयोनिधनं याति सो<स्य धर्म: सनातन:
ଘରେ ରୋଗାକ୍ରାନ୍ତ ହୋଇ ପଡ଼ିପଡ଼ି ପ୍ରାଣ ତ୍ୟାଗ କରିବା କ୍ଷତ୍ରିୟ ପାଇଁ ଅଧର୍ମ। ଯୁଦ୍ଧରେ ଲୋହା ଅସ୍ତ୍ର-ଶସ୍ତ୍ରର ଆଘାତରେ ଯେ ମୃତ୍ୟୁକୁ ବରଣ କରେ, ସେଇ ତାହାର ସନାତନ ଧର୍ମ।
संजय उवाच