व्यपनीतोड्द्य मन्युर्मे यस्त्वां प्रति पुरा कृत: । देवं पुरुषकारेण न शक््यमतिवर्तितुम्
ସଞ୍ଜୟ କହିଲେ— ଆଜି ତୁମ ପ୍ରତି ମୋର ପୂର୍ବରୁ ହୋଇଥିବା କ୍ରୋଧ ଦୂର ହୋଇଗଲା; କାରଣ ଦୈବରୂପ ପ୍ରାରବ୍ଧକୁ କେହି ପୁରୁଷାର୍ଥଦ୍ୱାରା ଅତିକ୍ରମ କରିପାରେ ନାହିଁ।
संजय उवाच