धनं दत्त्वा विसृज्यन्तां पूजयित्वा चिकित्सका: । एवंगते मयेदानीं वैद्ये: कार्यमिहास्ति किम्
ଏହି ଚିକିତ୍ସକମାନଙ୍କୁ ଧନ ଦେଇ, ପୂଜାପୂର୍ବକ ସମ୍ମାନ କରି ବିଦାୟ କର। ମୋର ଅବସ୍ଥା ଏପରି ହୋଇଗଲା; ଏବେ ଏଠାରେ ଏହି ବୈଦ୍ୟମାନଙ୍କ ସହ ମୋର କ’ଣ ପ୍ରୟୋଜନ?
संजय उवाच