हतप्रवीरास्तु वयं निकृत्ताश्व शितै: शरै: । कर्तव्यं नाभिजानीमो निर्जिता: सव्यसाचिना
ସବ୍ୟସାଚୀ ଅର୍ଜୁନ ଆମ ସମସ୍ତଙ୍କ ଉପରେ ବିଜୟ ଲାଭ କରିଥିଲେ। ତାଙ୍କ ତୀକ୍ଷ୍ଣ ବାଣରେ ଆମେ କ୍ଷତବିକ୍ଷତ ହେଉଥିଲୁ, ଆମର ପ୍ରମୁଖ ବୀରମାନେ ହତ ହୋଇଥିଲେ; ସେହି ଅବସ୍ଥାରେ ଆମ କର୍ତ୍ତବ୍ୟ କ’ଣ ତାହା ଆମେ ଜାଣିପାରୁନଥିଲୁ।
संजय उवाच