सात्यकिं रभसं युद्धे द्रौणिब्राह्मणपुड्भव: । आजपघानोरसि क्ुद्धो नाराचेन परंतप:
ଅନ୍ୟ ପକ୍ଷରେ ଶତ୍ରୁସନ୍ତାପକ ବ୍ରାହ୍ମଣ-ଶିରୋମଣି ଦ୍ରୋଣପୁତ୍ର ଅଶ୍ୱତ୍ଥାମା କ୍ରୋଧିତ ହୋଇ ଯୁଦ୍ଧରେ ଅତ୍ୟନ୍ତ ବେଗବାନ ସାତ୍ୟକିଙ୍କୁ ଲକ୍ଷ୍ୟ କରି ତାଙ୍କ ବକ୍ଷସ୍ଥଳରେ ଗୋଟିଏ ନାରାଚ ପ୍ରହାର କଲେ।
संजय उवाच