मद्रेश्वरश्न समरे धर्मपुत्रं महारथम् । पीडयामास संरब्धो भीष्महेतो: पराक्रमी
ଭୀଷ୍ମଙ୍କ ହେତୁ କ୍ରୋଧେ ଉଦ୍ଦୀପ୍ତ ପରାକ୍ରମୀ ମଦ୍ରେଶ୍ୱର ରଣରେ ମହାରଥୀ ଧର୍ମପୁତ୍ରଙ୍କୁ ପୀଡ଼ା ଦେଲେ। ଏବଂ ହେ ମହାରାଜ, ବିରାଟ ମଧ୍ୟ ବାହିନୀପତି ସିନ୍ଧୁରାଜ ଜୟଦ୍ରଥଙ୍କ ବକ୍ଷସ୍ଥଳରେ ତିରିଶଟି ତୀକ୍ଷ୍ଣ ବାଣ ମାରି ଗଭୀର ଆଘାତ କଲେ।
संजय उवाच