भीष्मस्य शरशय्या-प्राप्तिः
Bhīṣma’s Fall to the Arrow-Bed
आजपघानोरसि क्ुद्धो भीष्मस्य वधकाडुक्षया । तयोरयुद्धं समभवद् घोररूपं भयावहम्
ସେହିପରି ପାଣ୍ଡବ ସହଦେବ ଭୀଷ୍ମବଧର ଆକାଙ୍କ୍ଷାରେ କ୍ରୋଧିତ ହୋଇ ଶାରଦ୍ୱତପୁତ୍ର କୃପାଚାର୍ଯ୍ୟଙ୍କ ଉରସ୍ଥଳରେ ଶରଦ୍ୱାରା ପ୍ରହାର କଲା। ତାଙ୍କ ଯୁଦ୍ଧ ଘୋରରୂପ ଧାରଣ କରି ଭୟାବହ ହେଲା।
संजय उवाच