उत्तङ्कोपाख्यानम् — Maṇi-Kuṇḍala Retrieval and Entry into Nāgaloka
Chapter 57
वैशम्पायन उवाच इत्युक्तस्त्वब्रवीद् राजा तमुन्तड़कं पुनर्वच: । गच्छ मद्वचनादू देवीं ब्रूहि देहीति सत्तम
ବୈଶମ୍ପାୟନ କହିଲେ— ଏପରି କୁହାଯିବା ପରେ ରାଜା ଉତ୍ତଙ୍କଙ୍କୁ ପୁଣି କହିଲେ— ‘ସତ୍ତମ! ମୋ ଆଜ୍ଞାରେ ରାଣୀଙ୍କ ପାଖକୁ ଯାଅ ଏବଂ କୁହ— “କୁଣ୍ଡଳ ଦିଅ।”’
वैशम्पायन उवाच