मातङ्ग–शक्रसंवादः
Mataṅga–Śakra Dialogue on Tapas, Status, and Moral Qualities
वैशम्पायन उवाच कथान्ते शिरसा पादौ स्पृष्टवा भीष्मस्य पाण्डव: । धर्म्य धर्मसुतः प्रश्न॑ पर्यपृच्छद् युधिष्ठिर:
ବୈଶମ୍ପାୟନ କହିଲେ—ଜନମେଜୟ! କଥାର ଶେଷରେ ପାଣ୍ଡବ ଧର୍ମପୁତ୍ର ଯୁଧିଷ୍ଠିର ଭୀଷ୍ମଙ୍କ ପାଦଦ୍ୱୟକୁ ଶିରସା ସ୍ପର୍ଶ କରି, ଧର୍ମାନୁକୂଳ ଏହି ପ୍ରଶ୍ନ ପଚାରିଲେ।
वैशम्पायन उवाच