Bhaṇḍāsurāhaṅkāra
The Mustering of the Daitya Forces and the Roar of War
लघुहस्ततयापश्यन्नाकृष्टन्न च मोक्षणम् / ददृशे घनुषश्चक्रं केवलं शरधारणे
laghuhastatayāpaśyannākṛṣṭanna ca mokṣaṇam / dadṛśe ghanuṣaścakraṃ kevalaṃ śaradhāraṇe
ତାହାର ଲଘୁହସ୍ତତା ଦେଖିଲେ ନ ଟାଣିବା ଦିଶୁଥିଲା, ନ ଛାଡ଼ିବା। କେବଳ ଶର ଧାରଣେ ଧନୁଷର ଚକ୍ରାକାର ଘୂର୍ଣ୍ଣନ ଦେଖାଗଲା।