Ābhūta-saṃplava & Loka-vibhāga
Dissolution Threshold and the Fourteen Abodes
धर्माधर्मनिमित्तेन सद्यो जायन्ति मूर्त्तयः / उपभोगार्थमुत्पत्तिरौपपत्तिककर्मतः
dharmādharmanimittena sadyo jāyanti mūrttayaḥ / upabhogārthamutpattiraupapattikakarmataḥ
ଧର୍ମ-ଅଧର୍ମ ନିମିତ୍ତରେ ମୂର୍ତ୍ତିମାନେ ତତ୍କ୍ଷଣାତ୍ ଜନ୍ମନେଇଥାନ୍ତି; ଉପଭୋଗାର୍ଥ ଏହି ଉତ୍ପତ୍ତି ଔପପତ୍ତିକ କର୍ମରୁ ହୁଏ।